podcasts.eu.org

Bhagabata Geeta Katha

by Jyoti Prasad Pattanayak · 9 episodes

ReligionSpirituality

Website ↗ More by author

We will travel along a series of talks and stories to understand the Great Bhagabata Geeta.This series will be in Odia.

Latest episodes

  1. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୮

    ଆମେ ଏହି ଏପିସୋଡ଼ରେ ଜାଣିବା ଧୃତରାଷ୍ଟ୍ର ଏବଂ ପାଂଡୁଙ୍କ ବିବାହ ବିଷୟରେ ଏବଂ ସେମାନଙ୍କର ସନ୍ତାନପ୍ରାପ୍ତି ବିଷୟରେ୤ ଆମେ ଚିହ୍ନିବା ଗାନ୍ଧାରୀ ଏବଂ କୁନ୍ତୀଙ୍କ ଭଳି ମହିଳା ଚରିତ୍ର ମାନଙ୍କ ବିଷୟରେ୤

    6 min
  2. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୭

    ଆଜିର ଏହି ଏପିସୋଡ଼ରେ ଆମେ ଶୁଣିବା ବିଚିତ୍ରବିର୍ଯ୍ୟଙ୍କ ମୃତ୍ୟୁପରେ ଅମ୍ବିକା ଏବଂ ଅମ୍ବାଳିକାଙ୍କ ଗର୍ଭରୁ କିଭଳି ଧୃତରାଷ୍ଟ୍ର ଏବଂ ପାଂଡୁ ଜନ୍ମ ହୋଇଥିଲେ, ଏବ କିଭଳି ପାଣ୍ଡୁଙ୍କୁ ଶାସନ ଭାର ମିଳିଥିଲା୤ 

    6 min
  3. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୬

    ଏହି ଏପିସୋଡ଼ରେ ଆମେ ଶୁଣିବା ସତ୍ୟବତୀଙ୍କ ସନ୍ତାନ ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟଙ୍କ ରାଜପଦ ପ୍ରାପ୍ତି ବିଷୟରେ କାହାଣୀ ୤ ମହାଭାରତର ବିଶାଳ କାହାଣୀର କ୍ଷୁଦ୍ରାଂଶ ମାତ୍ର ଆମେ ଶୁଣିବା ପ୍ରତ୍ୟେକ ଏପିସୋଡ଼ରେ୤

    7 min
  4. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୫

    ଆମେ ଏହି ଏପିସୋଡ଼ରେ ଶୁଣିବା ଶାନ୍ତନୁ ଏବଂ ସତ୍ୟବତୀଙ୍କ କଥା, ଭୀଷ୍ମଙ୍କ ପ୍ରତିଜ୍ଞା ଏବଂ ପିତାଙ୍କ ପାଇଁ ରାଜପଦ ତଥା ବିବାହକୁ ତ୍ୟାଗ କରିବା କଥା୤

    5 min
  5. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୪

    ଆସନ୍ତୁ ଶୁଣିବା ମହାଭାରତର କାହାଣୀ୤ ଆଜିର ଏହି ଏପିସୋଡ଼ରେ ଆମେ ଜାଣିବା ଶାନ୍ତନୁ ଏବଂ ଗଙ୍ଗାଙ୍କ କାହାଣୀ୤ ଏବଂ କିଭଳି ପିତାମହ ଭୀଷ୍ମଙ୍କ ଜନ୍ମ ହୋଇଥିଲା୤

    7 min
  6. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୩

    ଆସନ୍ତୁ ଜାଣିବା ଭାଗବତ ଗୀତା କେମିତି ଲେଖା ହୋଇଥିଲା? ମହାଭାରତର ସୃଷ୍ଟି ବିଷୟରେ ଜାଣିବା ଆମେ ଏହି ଏପିସୋଡ଼ରେ୤

    10 min
  7. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୨

    ଆମେ ଭଗବତ ଗୀତା ପଢ଼ିବା କାହିଁକି ?

    11 min
  8. ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୧

    ଆମେ ଭାଗବତ ଗୀତା ପାଠ କରିବା କାହିଁକି ?

    13 min
  9. Bhagabata Geeta Katha (Trailer)

    53 sec
Nothing playing
0:00 / 0:00